Compartir
Coronakala
Sumitra Mishra
(Autor)
·
Black Eagle Books
· Tapa Blanda
Coronakala - Mishra, Sumitra
Sin Stock
Te enviaremos un correo cuando el libro vuelva a estar disponible
Reseña del libro "Coronakala"
" କରୋନା କାଳ" ବହିଟି ଡ ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!!କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ! କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ " କରୋନା କବଳେ" ଓ " କରୋନା କାଳୀକା", ଗୋଟିଏ କବିତା ବହି " କରୋନା କଷଣ" ପ୍ରକାଶିତ ହୋଇ ସାରିଛି।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.