Arranco el Invierno conocé nuestras increíbles ofertas y promociones en miles de libro  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Aao Sikhen Yog in Oriya
Formato
Libro Físico
Idioma
Oriya
N° páginas
74
Encuadernación
Tapa Blanda
Dimensiones
27.9 x 21.6 x 0.4 cm
Peso
0.20 kg.
ISBN13
9789351659457

Aao Sikhen Yog in Oriya

Renu Saran (Autor) · Diamond Pocket Books Pvt Ltd · Tapa Blanda

Aao Sikhen Yog in Oriya - Saran, Renu

Sin Stock

Reseña del libro "Aao Sikhen Yog in Oriya"

ସମଗ୍ର ବିଶ୍ଵରେ ୨୧ ଜୁନ, ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ, ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।'ଆସ ଶିଖିବା ଯୋଗ' ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ, ଯେଉଁଥିରେ ଯୋଗର ଲାଭ, ପ୍ରକାର, ବିଧୂ, 'କାହିଁକି କରିବା ଯୋଗ' ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ, ଏହି ପୁସ୍ତକ ମାଧ୍ୟମରେ, ଆସ ଶିଖିବା ଯୋଗ।

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes