Compartir
Neha Paain Prema Kabita (en Oriya)
Harikrishna Behera
(Autor)
·
Black Eagle Books
· Tapa Blanda
Neha Paain Prema Kabita (en Oriya) - Behera, Harikrishna
$ 43.795
$ 54.744
Ahorras: $ 10.949
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis Listas
Origen: Estados Unidos
(Costos de importación incluídos en el precio)
Se enviará desde nuestra bodega entre el
Viernes 19 de Julio y el
Martes 30 de Julio.
Lo recibirás en cualquier lugar de Argentina entre 1 y 3 días hábiles luego del envío.
Reseña del libro "Neha Paain Prema Kabita (en Oriya)"
ପ୍ରେମ ତ କରିଥିଲି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେଇ ମୋଟି ଝିଅ ଝିଲ୍ଲି ସାହୁକୁ; ଯିଏ ମୋ ପ୍ରେମ ବନ୍ଧୁତ୍ୱକୁ ପିଲାଖେଳ ବୋଲି ହସରେ ଉଡାଇ ଦେଇଥିଲା । ଆଉ ଦ୍ୱିତୀୟ ଥର ପ୍ରେମ କରିଥିଲି କଲେଜରେ ପ୍ରଥମ ଦିନ, ପ୍ରଥମ ଦେଖାରେ ହିଁ ସେଇ ତନୁପାତଳି ମାରୱାଡି ଝିଅକୁ ଯିଏ ମୋ ପ୍ରେମକୁ, ହୃଦୟକୁ ପ୍ରତି ମୁହୂର୍ତ୍ତରେ କରିଚାଲିଲା ପଦାଘାତ । ଆଉ ମୁଁ ପାଗଳ ପ୍ରେମିକ ଆଜି ବି ତାକୁ ହୃଦୟ ଦେଇ ଭଲପାଏ । ଆଉ ଭଲ ପାଉଥିବି ମଧ୍ୟ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ । ସାତଜନ୍ମର କଥା ତ କହିପାରିବିନି କିନ୍ତୁ ଏ ଜନ୍ମର ଶେଷ ପର୍ଯ୍ୟନ୍ତ ସିର୍ଫ ଭଲ ହିଁ ପାଉଥିବି । ଆଉ ନେହା! ନେହା କିଏ....? ନେହା ହେଉଛି ମୋ କଳ୍ପନାର ଏକ ଅନନ୍ୟା କାବ୍ୟନାୟିକା । ଯିଏ ଆସିଛି ଗହନରାତ୍ରିର ଅନ୍ଧାରରେ ଐଶ୍ୱର୍ଯ୍ୟା ରାୟର ରୂପନେଇ ତ କେବେ ଆସିଛି ଫକୀରମୋହନ ସେନାପତିଙ୍କ ରେବତୀ ହୋଇ । ଆଉ ମୁଁ...? ମୁଁ ତ ସିର୍ଫ ପାଗଳ ପ୍ରେମିକ । କେବଳ ଭଲପାଇବା ଜାଣେ । ଦେଖିଛି ଅତି ପାଖରୁ ନାରୀର ଉଲଗ୍ନ ଶରୀର, କିନ୍ତୁ କେବେ କରିନି ସ୍ପର୍ଶ । ଆଉ ସ୍ପର୍ଶ କରିନି ବୋଲି ତ ଆଜି ହୋଇଛି ସମାଲୋଚିତ । ମନକୁ ଯାହା ଆସେ ତାକୁ ଜୋର କରି କବିତାର ଗର୍ଭରେ ଖୁନ୍ଦି ଦେଇଛି । ତୁମେ କେବେ ଦେଖିଛ ମରୁଭୂମିର ମରୀଚିକାକୁ, ଚାତକର ତୃଷ୍ଣାକୁ... ରାଧାଙ୍କ ଚରମ ବ୍ୟାକୁଳତାକୁ... କେବେ ଅନୁଭବ କରିଛ କି ବସନ୍ତର ମଳୟ ବାରିକୁ.... ସେହି ବ୍ୟାକୁଳତା । ଅନୁଭବ ମଧ୍ୟରେ ତୁମ ସ୍ୱପ୍ନର ତାଜମହଲ ଯେପରିକି ତୁମର ଅĝ
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.